Browsing Category

ଓଡିଶା

ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ତରଫରୁ ପୋଷ୍ୟଗ୍ରାମ ଲୁହାକେରାଠାରେ ଆୟୋଜିତ ସପ୍ତାହବ୍ୟାପୀ ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି । ଶିବିରର ସଂଚାଳିକା ଅଞ୍ଜଳୀ କୋଦମାସିଂଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା
Read More...

ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ : ୧ ମୃତ, ୧ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ ହେବା ଫଳରେ ଜଣଙ୍କର ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ମତେ ବଲାଙ୍ଗିର ଜିଲ୍ଲା
Read More...

ନାଗବାଚା ପୂଜା ଉଦ୍‌ଯାପିତ : ଦର୍ଶନ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କପିଲାସପୁର ଗ୍ରାମରେ ଦୁଇଦିନ ଧରି ନାଗବାଚା ପୂଜା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପୂଜାରେ ଗୁରୁ ମଧୁ ବାଗ, ମୋହନ ଚରଣ ବରିହା, ବିରାଟ ମାଝୀଙ୍କ ନେତୃତ୍ୱରେ କପିଲାସପୁରଠାରେ ନାଗବାଚାମାନେ ଦୀକ୍ଷା ଗ୍ରହଣ କରିଥିଲେ ।
Read More...

ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ବାର୍ଷିକ ସମ୍ମିଳନୀ

ମ.ରାମପୁର, (ହେମନ୍ତ ସାହୁ) : ସ୍ଥାନୀୟ ସଞ୍ଚୟ ଶକ୍ତି ଭବନ ବୁରାଟଠାରେ ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମ୍ମିଳନୀକୁ ଉଦ୍‌ଘାଟନ କରିଥିବା ବେଳେ କୋଷାଧ୍ୟକ୍ଷ
Read More...

ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାନ୍‌ଟେଡ୍‌ ବୋଲି ଘୋଷଣା କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ହେପାଜତରୁ ଫେରାର୍‌ ମାରିଥିବା ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାନ୍‌ଟେଡ୍‌ ବୋଲି ଘୋଷଣା କରିବା ସହ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗିର ପୋଲିସ । ଗୋବିନ୍ଦଙ୍କ ବାବଦରରେ ଯିଏ ପୋଲିସକୁ ସୂଚନା ଦେବ ତାଙ୍କୁ ଏହି ପୁରସ୍କାର
Read More...

ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର

ଟିଟିଲାଗଡ, (ଅଜିତ କୁମାର ସାହୁ) : ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ମାଟି ଖୋଳିବା ପରେ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ କାହାର ସେ ସମ୍ପର୍କରେ ସୂଚନା ମିଳିନି । ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ତାହା
Read More...

ଟି୨୦ ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ୍‌ : ରାହୁଲ ଓ କିଶନଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡକୁ ୭ ୱିକେଟରେ ହରାଇଲା…

ଦୁବାଇ : ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ବିଜୟୀ ହୋଇଛି । ବୋଲିଂ ବେଳେ ମହମ୍ମଦ ସାମି ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂ ବେଳକୁ କେଏଲ୍ ରାହୁଲ, ଈଶାନ କିଶନ ଚମତ୍କାର ଖେଳିଥିଲେ । ଭାରତ ଗୋଟିଏ ଓଭର ପୂର୍ବରୁ ୩ ୱିକେଟ୍ ବିନିମୟରେ ୧୯୨ ରନ୍‌
Read More...

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା : ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଚଳାଇଛି ପୋଲିସ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ପୁରା ଅଞ୍ଚଳକୁ କବଜାକୁ ନେଇଛି । ତେବେ
Read More...

ନିଖୋଜ ମମିତାଙ୍କୁ ନେବା ଆଣିବାରେ ବ୍ୟବହାର ହୋଇଥିବା କାର୍‌କୁ ଜବତ କଲା ପୋଲିସ

ଟିଟିଲାଗଡ, (ଅଜିତ କୁମାର ସାହୁ) : ନିଖୋଜ ମମିତାଙ୍କୁ ନେବା ଆଣିବାରେ ବ୍ୟବହାର ହୋଇଥିବା କାର୍‌କୁ ସିନ୍ଧେକେଲା ପୋଲିସ ଜବତ କରିଥିବା ଖବର ମିଳିଛି । ଜବତ କାର୍‌ଟି ବ୍ଲୁ କଲର୍‌ର ୱାଗ୍‌ନର୍‌ ହୋଇଥିବା ବେଳେ ନମ୍‌ମ୍ବର (ଓଡି୦୮କେ୧୦୦୨) ହୋଇଥିବା ଜଣାପଡିଛି । ଏହି କାର୍‌ଟି ସ୍କୁଲ ସଭାପତି
Read More...

ଖୁଣ୍ଟ ସମଲେଇରେ ଆଦିବାସୀ ମେଳି ଅଧିକାର ହାସଲ ପାଇଁ ଶାଲିସ ବିହୀନ ସଂଗ୍ରାମ ପାଇଁ ଆଦିବାସୀଙ୍କ ସଂକଳ୍ପ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକର ଖୁଣ୍ଟସମଲେଇ ବଜାର ପ୍ରାଙ୍ଗଣରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆଦିବାସୀ ଝାଙ୍କର ଦେହେରୀ ଆଦିବାସୀ ଦେବାଦେବୀ ଶବରୀ ନାରେନ, ବୁତାଦେଓ ଜଡେନ ସମଲେଇ, ବିନ୍ଧ୍ୟବାସିନୀ, ମାରାନବୁରୁ,
Read More...