ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ : ୬ ଜଣ ଯୁବକଙ୍କୁ କାବୁ କଲା ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ । ଖୁବ୍‌ ହୁସିଆର୍‌ରେ ନିଜ ଦେହରେ ଗଂଜେଇ ବାନ୍ଧି ଚାଲାଣ କରୁଥିଲେ ଗଂଜେଇ । ମାଡ଼ି ବସିଲା ରେଳବାଇ ପୋଲିସ । ଟିଟିଲାଗଡ଼ ରେଳ ଷ୍ଟେସନ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଜିଆର୍‌ପି ପୋଲିସ…
Read More...

ପାଟଣାଗଡ ଝାରବନ୍ଦ ଗାଁରେ ଜାତିଆଣ ଆକ୍ଷେପକୁ ନେଇ ଗୋଷ୍ଠୀ ସଂଘର୍ଷ : ୪ ଆହତ, ଥାନାରେ ଅଭିଯୋଗ

ପାଟଣାଗଡ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଅଞ୍ଚଳର ଝାରବନ୍ଦ ଗାଁରେ ଜାତିଆଣ ଆକ୍ଷେପ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ଘମାଘୋଟ ସଂଘର୍ଷ । ସାମାନ୍ୟ କଥାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ହୋଇ ୪ ଜଣ ଅସବର୍ଣ୍ଣ ଗୋଷ୍ଠୀ ଲୋକ ଆହତ ହୋଇଛନ୍ତି ।…
Read More...

ଶ୍ରମିକ ଚାଲାଣ ଅଭିଯୋଗରେ ୨ ଗିରଫ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ୧୨ ଅକ୍ଟୋବର, ୨୦୨୫ ତାରିଖ ତୁରେକେଲା ପିଏସ୍ କେସ୍ ନମ୍ବର ୨୮୬ ସହିତ ଜଡିତ ଦୁଇ ଅଭିଯୁକ୍ତ, ଗଇନ୍ଦିମାଲ ଗ୍ରାମର ସତ୍ୟନାରାୟଣ ଚିରଗୁନ୍ (୪୦) ଏବଂ ଲାଠୋର ଥାନା ପିପଲବାହାଲ୍ ଗ୍ରାମର ଇନ୍ଦ୍ର ମେହେର (୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।…
Read More...

ତୁରେକେଲା ପୋଲିସ ସୀମା ଅନ୍ତର୍ଗତ ବଡବାଙ୍କି ଗ୍ରାମରେ ଦୁଇଟି ଦୋକାନରେ ଚୋରି

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ପୋଲିସ ଷ୍ଟେସନ ଅଧୀନସ୍ଥ ବଡବାଙ୍କି ଗ୍ରାମରେ ଦୁଇଟି ପୃଥକ ଚୋରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପୋଲିସ ସୂତ୍ର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ ଦୁଇଟି ସ୍ଥାନୀୟ ଦୋକାନରେ ପଶି ମୋଟ ₹୩୭,୦୦୦ରୁ ଅଧିକ ମୂଲ୍ୟର ନଗଦ…
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଛେଣ୍ଡ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ କାଶୀନାଥ ନନ୍ଦୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ଗାଳ୍ପିକ ସଞ୍ଜୀବ ଭୋଇ…
Read More...

ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ

ଆଚରଣରୁ ଧର୍ମର ପ୍ରତିଷ୍ଠା ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ମୟ ଏକାଡେମୀ, ଫର୍ଟିଲାଇଜର ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାରନଗରୀ ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ସମାବେଶ ସହ ମହର୍ଷି ବାଲ୍ମୀକି ଜୟନ୍ତୀ ଓ ରାମକଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।…
Read More...

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ୍ କୌର ଏବଂ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ ଉପସ୍ଥିତ ରହି ଜନସାଧାରଣଙ୍କର…
Read More...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ…
Read More...

ବିଜେଡି ସମର୍ଥିତ ନକଲି ଆଦିବାସୀ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା ଓରଫ ବାରିକଙ୍କୁ ଆଜି ପାଇକମାଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ବେଳେ ତାଙ୍କ ନାମରେ ପାଇକମାଲ ଥାନାରେ ଅନେକ ଗୁଡ଼ିଏ ହାଫ…
Read More...

ସତଭାବନା ଲକ୍ଷେଘର ସମାଜର ନୂଆଁଖାଇ ଭେଟଘାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ସତଭାବନା ଲକ୍ଷେଘର ସମାଜ ରାଉରକେଲାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ନୂଆଁଖାଇ ଭେଟଘାଟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ପ୍ରଦୀପ ସୁରଝଲିଆଙ୍କ ସଭାପତିତ୍ୱ, ସମ୍ପାଦକ ଅଶ୍ୱିନୀ କୁମାର ଶାସିନୀଙ୍କ ଆବାହକତ୍ୱରେ ଆୟୋଜିତ…
Read More...