ଗୋପବନ୍ଧୁଙ୍କ ହୃଦୟ ନିର୍ଝରଣୀରୁ ସଦା ଝରୁଥିଲା ସେବାର ଅମୃତ ଧାର
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମାନବସେବା, ତ୍ୟାଗ ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ହୃଦୟ ନିର୍ଝରଣୀରୁ ସଦା ସେବାର ଅମୃତ ଧାର ଝରୁଥିଲା ଓ ତାଙ୍କ ଭଳି ଦରଦୀ ମଣିଷ ବିଶ୍ଵରେ ବିରଳ ବୋଲି ଡେ଼ଲାଙ୍ଗ ଷ୍ଟେସନ ବଜାର ଶ୍ୟାମସୁନ୍ଦର ପାଠାଗାର!-->…
Read More...
Read More...