ବରିଷ୍ଠ ସାମ୍ୱାଦିକ ରମେଶ ବାରିକଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବରିଷ୍ଠ ତଥା ଅଭିଜ୍ଞ ସାମ୍ୱାଦିକ ରମେଶ ଚନ୍ଦ୍ର ବାରିକ (୬୫)ଙ୍କ ପରଲୋକ ହୋଇଯାଇଛି । ଝାରବନ୍ଧର ସେ ଏକ ଜଣାଶୁଣା ବ୍ୟକ୍ତିତ୍ୱ ଥିବାବେଳେ ନିର୍ଭିକ ଭାବରେ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ସମ୍ବାଦ ପରିବେଷଣ କରୁଥିଲେ ।!-->…
Read More...
Read More...