ସଫେଇ କର୍ମଚାରୀଙ୍କ ଟଙ୍କା ଦେବ ଠିକାଦାର ସୁରେନ୍ଦ୍ର ବାରିକ : ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଦେଲେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦର ସଫେଇ କର୍ମଚାରୀମାନଙ୍କ ଏକ ବର୍ଷର ଇପିଏଫ୍‌ ଟଙ୍କା ପୁରୁଣା ଠିକାଦାର ସୁରେନ୍ଦ୍ର ବାରିକ ଦେଇ ନ ଥିବାରୁ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲେ । ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥୀ ପହଞ୍ଚି
Read More...

ଶକ୍ତି ସଂରକ୍ଷଣ ଏବଂ ଧାରଣୀୟ ଭବନ ସଂହିତା (ଇସିଏସ୍‌ବିସି) ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଦୁଇ ଦିନିଆ ତାଲିମ…

ରାଉରକେଲା, (ସସ୍ମିତା ପ୍ରଧାନ) : ଇଆଇସି (ବିଦ୍ୟୁତ)-ମଙ୍କଜ୍ଞ-ଚଉଋଓ ଏବଂ ରାଜ୍ୟ ନିର୍ମିତ ଏଜେନ୍ସି (ଏସ୍‌ଡିଏ) କାର୍ଯ୍ୟଳେୟ ଅଧୀନରେ କାର୍ଯ୍ୟ କରୁଥିବା ବିଲିଂ ସେଲ୍, ୨୦ ଏବଂ ୨୧ ଜୁଲାଇ ୨୦୨୫ରେ ଇସିଏସ୍‌ବିସି ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଏକ ଦୁଇଦିନିଆ ତାଲିମ ଶିବିର ସଫଳତାର
Read More...

ମାୟାବର୍ହାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍ାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ଵରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସଭାରେ
Read More...

ସମ୍ବଲପୁରୀ ଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସମ୍ବଲପୁରୀ ଦିନ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ଟ୍ରଷ୍ଟି ରଶ୍ମିତା ପଣ୍ଡା, ସଂଗୀତା
Read More...

ଅନଲାଇନ ଗେମିଂ ପ୍ରୋତ୍ସାହନ ଏବଂ ନିୟାମକ ବିଲ୍ ଆଗତ କଲେ ସରକାର: ନବସୃଜନକୁ ପ୍ରୋତ୍ସାହନ, ନାଗରିକଙ୍କ ସୁରକ୍ଷା

ଭାରତ ସୃଜନଶୀଳ ଏବଂ ଅଭିନବ ଗେମିଂ ବିକାଶର ବିଶ୍ୱସ୍ତରୀୟ କେନ୍ଦ୍ର ହେବା ଦିଗରେ ଅଗ୍ରସର: ଇ-ସ୍ପୋର୍ଟସ୍, ଅନଲାଇନ୍ ସୋସିଆଲ ଗେମ୍ସକୁ ପ୍ରୋତ୍ସାହନ ଦେବା ସହିତ ଅନଲାଇନ୍ ମନି ଗେମ୍ସ ଉପରେ ପ୍ରତିବନ୍ଧକ ଲାଗୁ କରିବା ନିମନ୍ତେ ଆଗତ କରାଯାଇଛି ନୂଆ ବିଲ୍ଡିଜିଟାଲ ଇଣ୍ଡିଆରେ ସନ୍ତୁଳିତ ବିକାଶ :
Read More...

ଶୌଚ ପାଇଁ ଯିବା ବେଳେ ଆକ୍ରମଣ କଲା ଭାଲୁ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଭାଲୁ ଆତଙ୍କ । ଶୌଚ ପାଇଁ ଯିବା ବେଳେ ଆକ୍ରମଣ କଲା ଭାଲୁ । ଆମପାଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ ତେତେଲପଡା ଗାଁର ବୃଦ୍ଧ ନନ୍ଦ ରାଉତ(୫୫ବର୍ଷ) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା
Read More...

ମଦ ଦୋକାନକୁ ବି ଛାଡିଲେନି ଦୁର୍ବୁତ୍ତ : ସିସିଟିଭି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ମଦ ଚୋରି

କଟକ : ମଦ ଦୋକାନକୁ ବି ଛାଡିଲେନି ଦୁର୍ବୁତ୍ତ । କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଷ୍ଟେଟବ୍ୟାଙ୍କ ନିକଟରେ ଥିବା ବିଦେଶୀ ମଦ ଦୋକାନରୁ ରାତିରେ ସିସିଟିଭି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ମଦ ଚୋରି କରି ନେଇଛନ୍ତି ଦୁର୍ବୁତ୍ତତ୍ତ ରାତିର ସୁଯୋଗ ନେଇ ଦୁର୍ବୁତ୍ତତ୍ତମାନେ ମଦ ଦୋକାନର
Read More...

ଛେଳି ଚୋରକୁ ଗିରଫ କରି କୋର୍ଟ ଚାଲାଣ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଓଡ଼ିଆପାଲି ଗାଁର ଡମ୍ବରୁ ବାଗଙ୍କ ଛେଳି ଗୁହାଳରୁ ଜଣେ ଅଜଣା ବ୍ୟକ୍ତି ୩ ଗୋଟି ଛେଳି ଚୋରିକରି ନେଉଥିବା ବେଳେ ଅନ୍ୟ ଛେଳି ଗୁଡ଼ିକ ରଡି ଛାଡିବାରୁ ଡମ୍ବରୁ ବାଗଙ୍କ ଭାଇ ଦାମୋଦର ବାଗ ଉଠିପଡ଼ି କେହିଜଣେ ଅଜଣା ବ୍ୟକ୍ତି
Read More...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସି.ପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ହାତ ଗଣତି ଦିନ ବାକି ରହିଛି । ଆସନ୍ତାକାଲି ନାମାଙ୍କନ ଭରିବା ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ପ୍ରସ୍ତାବତ ହୋଇଛନ୍ତି । ଏନ୍‌ଡିଏ
Read More...

ଚିଞ୍ଚେଡ଼ରେ ଆତଙ୍କ : ୧୦ ଦିନରେ କୁକୁର ମୁହଁରେ ଗଲାଣି ୨ ଜୀବନ

ବଲାଙ୍ଗିର : ସ୍କୁଲରେ ଛାତ୍ରଛାତ୍ରୀ ପଶିବା ପରେ ତାଲା ପଡୁଛି । ଅଙ୍ଗନବାଡ଼ିକର୍ମୀ ଘରକୁ ଘର ଯାଇ ପିଲା ଆଣୁଛନ୍ତି ଏବଂ ଛୁଟିପରେ ଘରେ ନେଇ ଛାଡୁଛନ୍ତି । ଗାଁପିଣ୍ଡିରେ ଆଗ ଭଳି ଆଉ ଭିଡ଼ନାହିଁ । ମହିଳାମାନେ ଗାଁ ତୁଠକୁ ଗଲେ ବାଡ଼ିଖଣ୍ଡେ ସାଥିରେ ଧରି ଯାଉଛନ୍ତି । ଚାଷୀଠୁ ଆରମ୍ଭ କରି ଶ୍ରମିକ
Read More...