ଭାରତର ବିମାନ ଭିଜନ ୨୦୪୭, ଅର୍ଥନୈତିକ ସମୃଦ୍ଧି ଦିଗରେ ନୂତନ ଉଡାନ

● ଉଡ଼ାନ ଆଞ୍ଚଳିକ ସଂଯୋଗୀକରଣରେ ବିପ୍ଳବ ଆଣିଛି - ୧.୫୬ କୋଟି ଯାତ୍ରୀ, ୩.୨୩ ଲକ୍ଷ ବିମାନ ।● ସରକାର ୨୦୪୭ ସୁଦ୍ଧା ବିମାନବନ୍ଦର ସଂଖ୍ୟାକୁ ୩୫୦-୪୦୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ।● ସାମଗ୍ରିକ ଭାବରେ, ଭାରତର ବିମାନ ଚଳାଚଳ କ୍ଷେତ୍ର ୭୭ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି…
Read More...

ଆଇଟି ନିୟମ 2021ର ନିୟମ 3(1)(ଡି)ରେ ସଂଶୋଧନର ବିଜ୍ଞପ୍ତି ପ୍ରକାଶ କଲେ ସରକାର

• ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ପଦକ୍ଷେପ• ନୂତନ ଢାଞ୍ଚା ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ, ଯୁକ୍ତିଯୁକ୍ତ ସୂଚନା ଏବଂ ସମାନୁପାତିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଶ୍ଚିତ କରିବା ପାଇଁ ସାମୟିକ ସମୀକ୍ଷା ସୁନିଶ୍ଚିତ କରେ• ଏହି…
Read More...

ପୂର୍ବତଟ ରେଳପଥର କଡ଼ା ଚେତାବନୀ : ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନ୍‌ରେ ସେଲ୍‌ଫି ଓ ରିଲ୍‌ ନେବା ହେଉଛି…

ଭୁବନେଶ୍ୱର, (ପିଆଇବି) : ପୂର୍ବତଟ ରେଳପଥ ଜନସାଧାରଣଙ୍କୁ- ବିଶେଷକରି ଯୁବପିଢ଼ି ଏବଂ ସାମାଜିକ ଗଣମାଧ୍ୟମ ରୁଚିଶୀଳମାନଙ୍କୁ-ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନ୍‌ର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କରିବା କିମ୍ବା "ରିଲ୍‌" ତିଆରି କରିବାର ମାରାତ୍ମକ ଏବଂ…
Read More...

ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା କାର୍ଯ୍ୟ ହେତୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

ଘଣ୍ଟପଡା ଲେଭଲ କ୍ରସିଂ ଗେଟକୁ ରୋଡ୍ ଓଭର ବ୍ରିଜ୍‌ରେ ପରିଣତ କରିବା ସହ ଜଡିତ କାର୍ଯ୍ୟର ସୁଗମ ଏବଂ ସୁରକ୍ଷିତ ସମ୍ପାଦନ ପାଇଁ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ସଂକ୍ଷିପ୍ତ/ଅବଧି -ଉତ୍ପତ୍ତି ଏବଂ କିଛିକୁ ଗତିପଥରେ ପରିବର୍ତ୍ତନ କରାଯିବ ଯାହା ନିମ୍ନରେ ବିସ୍ତୃତ ଭାବରେ ଦର୍ଶାଯାଇଅଛି : …
Read More...

ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଉଦଯାପିତ

"ପାଉଁଶରୁ ଫୁଲ" ନାଟକ ଶ୍ରେଷ୍ଠ ବିବେଚିତ" ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । "ମାନବ ଜାତିର ହିତରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା"…
Read More...

ଆଇ.ଆର୍.ଇ.ଏଲ୍. ପକ୍ଷରୁ ଶତାଧିକ ଟି.ବି. ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ପେକେଜ୍ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ଉପଖଣ୍ଡ ଚିକିତ୍ସାଳୟର ସଭା ଗୃହରେ ଟିବି ରୋଗୀଙ୍କୁ ସ୍ୱାସ୍ଥ୍ୟ ସଚେତନତା କରାଯିବା ସହ ଟିବି ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ପେକେଜ୍ ବିତରଣ କରାଯାଇଥିଲା । ମୁନିସିପେଣ୍ଠ ଗୋଷ୍ଠୀ…
Read More...

ଟିଟିଲାଗଡ଼ କରଣ ସମାଜର ଚିତ୍ରଗୁପ୍ତ ପୂଜନୋତ୍ସବ ଓ ବାର୍ଷିକ ଅଧିବେଶନ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସତିଘାଟ ସ୍ଥିତ ଚିତ୍ରଗୁପ୍ତ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ଗୁରୁବାର ସକାଳ ଛଟା ସମୟରେ ଶ୍ରୀ ଚିତ୍ରଗୁପ୍ତଙ୍କ ପୂଜାର୍ଚ୍ଚନା ଆରମ୍ଭ…
Read More...

ବିଶିଷ୍ଟ ବ୍ୟବସାୟୀ ଇନ୍ଦ୍ରମଣି ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁର ବିଶିଷ୍ଟ ବ୍ୟବସାୟୀ ଇନ୍ଦ୍ରମଣି ସାହୁ(୭୦)ଙଙ୍କ ନୂଆପଡ଼ା ସ୍ଥିତ ନିଜ ବାସଭବନରେ ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ସେ କଂଗ୍ରେସ ନେତା ଟଙ୍କଧର ସାହୁଙ୍କ ବାପା ଥିଲେ ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ…
Read More...

ଟିଟିଲାଗଡ଼ ଶ୍ରୀରାମ ଗୋ-ସେବା ସଦନ ତରଫରୁ ଗୋପାଷ୍ଟମୀ ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ଅକ୍ଟୋବର ୩୦ ତାରିଖ ଦିନ ଗୋପାଷ୍ଟମୀ ଉତ୍ସବ ଟିଟିଲାଗଡ଼ ମୁକ୍ତି ଧାମ ନିକଟସ୍ଥ ଶ୍ରୀରାମ ଗୋ-ସେବା ସଦନରେ ଗୁରୁବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ସଭାପତି ସତ୍ୟ ନାରାୟଣ ଗୁପ୍ତାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ରେଳ ଓଭର ବ୍ରିଜ ନିର୍ମାଣ ଶ୍ରମିକଙ୍କ ଆତ୍ମହତ୍ୟା

କେସିଙ୍ଗା, (ପ୍ରୀତେଶ ପଟେଲ) : ରେଳ ଓଭର ବ୍ରିଜ ନିର୍ମାଣ କାମରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ଶ୍ରମିକ ଜଣଙ୍କ ଭଦ୍ରକ ଜିଲ୍ଲା ସାହାପୁର ଗ୍ରାମର ସୁରେନ୍ଦ୍ର ନାଏକଙ୍କ ୨୫ ବର୍ଷୀୟ ପୁଅ ତାପସ ନାଏକ ବୋଲି ଜଣାପଡିଛି । ତାପସ ସନ୍ଧ୍ୟା ସମୟରେ ଏକ ଘର…
Read More...