ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଦେଶ ପାଳିବ ରାଷ୍ଟ୍ରୀୟ ଏକତା ଦିବସ

ଭାରତର ଲୌହ ପୁରୁଷଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନକୁ ନେଇ ସମଗ୍ର ଦେଶରେ ବିଶେଷ କାର୍ଯ୍ୟକ୍ରମଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସର ଅନନ୍ୟ ଉତ୍ସବରେ ଗୁଜରାଟର ନର୍ମଦା ଜିଲ୍ଲାର ଏକତା ନଗରରେ ଏକ ଭବ୍ୟ ପରେଡ ଏବଂ ସାଂସ୍କୃତିକ ଉତ୍ସବ ଅନ୍ତର୍ଭୁକ୍ତ ହେବପରେଡ ସମୟରେ, ସି. ଏ. ପି. ଏଫ୍. ଏବଂ…
Read More...

ପୂର୍ବତଟ ରେଳପଥ ହାଇ-ସ୍ପିଡ୍ ଏବଂ ମାଲ ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ବିଦ୍ୟୁତୀକରଣ କ୍ଷମତାକୁ ବୃଦ୍ଧି କରିଛି

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥ ଏହାର ନେଟୱାର୍କର ପ୍ରମୁଖ ଅଂଶଗୁଡ଼ିକରେ 2 X 25 KV ଓଭରହେଡ୍ ବିଦ୍ୟୁତୀକରଣ ସିଷ୍ଟମ ପ୍ରଚଳନ ସହିତ ଏହାର ଉନ୍ନତ ବିଦ୍ୟୁତୀକରଣ ଭିତ୍ତିଭୂମିର ବିସ୍ତାର ଆରମ୍ଭ କରିଛି । ଏହି ରଣନୈତିକ ଅପଗ୍ରେଡ୍ ଭୋଲ୍ଟେଜ୍ ନିୟନ୍ତ୍ରଣକୁ ଉନ୍ନତ କରିବା,…
Read More...

ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ନୂଆ – ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ

ନୂଆଦିଲ୍ଲୀ, (ପିଆଇବି) : ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ଏବଂ ପାର୍ବଣ ଋତୁରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ, ଭାରତୀୟ ରେଳବାଇ ହାଇଦ୍ରାବାଦ - ଭୁବନେଶ୍ୱର ନୂଆ - ହାଇଦ୍ରାବାଦ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନର ସେବାକୁ ପୂର୍ବ ସୂଚିତ ସମୟ, ରହଣି ଏବଂ ସଂରଚନା ସହିତ…
Read More...

ଭୁବନେଶ୍ୱରରେ ରୋଜଗାର ମେଳା ଅନୁଷ୍ଠିତ

୩୦୨ ଜଣ ଯୁବକଯୁବତୀଙ୍କୁ ସରକାରୀ ଚାକିରି ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ହଜାରରୁ ଅଧିକ…
Read More...

ହୀରକ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ଦିନ ଅପରାହ୍ନ ୪ ଘଣ୍ଟା ସମୟରେ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ହୀରକ ଜୟନ୍ତୀ ସମାରୋହ ତଥା ବିଦ୍ୟାଳୟ ପ୍ରତିଷ୍ଠାତା ଶରତ ଚନ୍ଦ୍ର ପାଣିଗ୍ରାହୀ ଜନ୍ମ ଶତବାର୍ଷିକୀ ଉତ୍ସବ ତା ୨୬.୧୦.୨୫ରିଖ ରବିବାର ଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ…
Read More...

ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା

ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା ପ୍ରଥମ ସ୍ଥାନ ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦା ସହୀଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ…
Read More...

ଜୋନ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା

ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାକୁ ନେଇ ଜୋନ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଟିଇ ଓ ଏସସିଇଆରଟି, ଓଡିଶା, ଭୁବନେଶ୍ୱର ଏବଂ…
Read More...

ବଲାଙ୍ଗିର ଦିନ ଉଧେ ହୁଲାହୁଲି, ଶଙ୍ଖ ଫୁକା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସମଲେଇ ମନ୍ଦିର ଠାରେ ବଲାଙ୍ଗିର ସମଲେଇ ମନ୍ଦିର ଆଳତି କମିଟି ପକ୍ଷୁଂ ହୁଲାହୁଲି ଓ ଶଙ୍ଖ ଫୁକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ହୁଲାହୁଲିରେ ୨୫ ଜଣ ପ୍ରତିଯୋଗୀ ଓ ଶଙ୍ଖ ଫୁକାରେ ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ଭାବରେ ସମଲେଇ…
Read More...

ଚିତ୍ରଗୁପ୍ତ କଲ୍ୟାଣ ଉତ୍ସବ ଉଦ୍‌ଯାପିତ : ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା କରଣ ସମାଜର ୫ଜଣ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ କରଣ ସମାଜର ଆନ୍ରୁୂଲ୍ୟରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ୨୩ ତାରିଖ ଦିନ କଳସ ଯାତ୍ରା ଏବଂ ଚିତ୍ରଗୁପ୍ତ ଦେବଙ୍କ ପୂଜା ହୋମଯଜ୍ଞ ସହ ଆହୁତି…
Read More...

ପାଟଣେଶ୍ୱରୀ ମନ୍ଦିରର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣିକା ଲେଖା ଆବଶ୍ୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଦେବୀଙ୍କ ପୀଠରେ ୧୮୭୨ ମସିହାରେ ନୂତନ ନକ୍ସା ତିଆରି ହୋଇ ରାଜଧାନୀ ସ୍ଥାପନ ହୋଇଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୫୦ ବର୍ଷ ପୂର୍ତ୍ତି ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଦେବାଳୟ ଓ ଐତିହ୍ୟ…
Read More...