ଖପ୍ରାଖୋଲ ପୋଲିସର କାର୍ଯ୍ୟଦକ୍ଷତା : ଦାଦନ ସର୍ଦ୍ଦାର ବିନୋଦ ରାଏ ଗିରଫ, ଜନମନରେ ପ୍ରଶଂସାର ତରଙ୍ଗ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଆଉଥରେ ନିଜ କର୍ତ୍ତବ୍ୟନିଷ୍ଠା ଓ ସତର୍କତାର ଅପୂର୍ବ ଦୃଷ୍ଟାନ୍ତ ସୃଷ୍ଟି କରିଛି । ଗତ ୨୨ ତାରିଖ ହରିଶଙ୍କର ଛକ ଠାରୁ ପିଙ୍କି ବସ୍ରେ ବେଆଇନ ଭାବେ ଚାଲାଣ ହେଉଥିବା ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ଖପ୍ରାଖୋଲ ପୋଲିସ । ଏହି!-->…
Read More...
Read More...