ଯାଜ୍ଞସେନୀ ତରଫରୁ ପ୍ରବନ୍ଧ, ଗଳ୍ପ, କବିତା ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ ଯାଜ୍ଞସେନୀ ଅନୁଷ୍ଠାନ ତରଫରୁ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠାନର ଉପଦେଷ୍ଟା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ, ଗଳ୍ପ ଓ…
Read More...

ତୁରେକେଲା ପୋଲିସ ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସରେ ‘ଏକତା ପାଇଁ ଦୌଡ଼’ ଅନୁଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ତୁରେକେଲା ପୋଲିସ ଜାତୀୟ ସଂହତି ଏବଂ ସାମ୍ପ୍ରଦାୟିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ 'ଏକତା ପାଇଁ ଦୌଡ଼' ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର, ସ୍ଥାନୀୟ ଯୁବକ ଏବଂ ପୋଲିସ କର୍ମଚାରୀଙ୍କ ଉତ୍ସାହଜନକ…
Read More...

ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ସମସ୍ତଙ୍କ ମିଳିତ ସହଯୋଗରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରା ଯାଇପାରିବ : ବ୍ରିଜେଶ ରାଏ ରାଉରକେଲା, (ସସ୍ମିତା ପ୍ରଧାନ) : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ମିଳିତ ସହଯୋଗରେ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ…
Read More...

ଭୀମ ଭୋଇଙ୍କ ଦିବ୍ୟ ଚେତନା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସତ୍ୟ ମହିମା ଆଶ୍ରମଠାରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଭୀମ ଭୋଇଙ୍କ ଦିବ୍ୟ ଚେତନା ଦିବସ ମଠାଧୀଶ ଅବଧୂତ କପିଳେନ୍ଦ୍ର ବାବାଙ୍କ ତତ୍ୱାବଧାନରେ ପାଳିତ ହୋଇଥିଲା । ଏଥିରେ ସନ୍ଥ ଭୀମ ଭୋଇ ସାହିତ୍ୟ…
Read More...

ମୌଳିକ ଅଧିକାର୍‌ ଲାଗି ରାସ୍ତାରୋକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୌଳିକ ଅଧିକାର୍‌ ଲାଗି ରାସ୍ତାରୋକ୍‌ ବୋବାଲ୍‌ କରୁଛନ୍‌ ଅଂଚଲବାସୀ । ବଲାଙ୍ଗିର ପାଟଣାଗଡ ମୁଖ୍ୟ ରାସ୍ତା ପଥର୍‌ଚେପାଠାନେ ଚାଲିଛେ ରାସ୍ତାରୋକ୍‌ । ପଥର୍‌ଚେପା ଆର୍‌ ଆଖପାଖର୍‌ ଲୁକେ ତାକର୍‌ ମୌଳିକ ଅଧିକାର୍‌ ଲାଗି ଆଏଜ୍‌ ରାସ୍ତାକେ ଉତ୍‌ରିଛନ୍‌ ।…
Read More...

ତୁଷୁରା କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ତୁଷୁରା ବାଳିକା ହାଇସ୍କୁଲଠାରେ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ସ୍ଥାନୀୟ ବାଳିକା ନୋଡାଲ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଭେମ୍ବର ମାସର…
Read More...

ରତାଖଣ୍ଡି ଗାଁ ନିକଟ ଜଙ୍ଗଲରୁ ନିଖୋଜ ଝିଅର ମୃତ ଶରୀର ଉଦ୍ଧାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ଥାନା ତେଣ୍ଡାପଦର ପଞ୍ଚାୟତ ରତାଖଣ୍ଡି ଗ୍ରାମର କିଛି ଦୂରରେ ଥିବା ଏକ ଗୋଚର ଜଙ୍ଗଲ ଭିତରେ ନିଖୋଜ ଝିଅର ଶବ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି । ଏହା ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ…
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସକାଳ ୧୧ଟା ସମୟରେ ଅତି ଆକର୍ଷଣୀୟ ଭାବେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଟିଟିଲାଗଡ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,…
Read More...

ନୂଆପଡା ଉପ ନିର୍ବାଚନ ପାଇଁ ଭୋଟ ଗଣତି ସମ୍ବନ୍ଧୀୟ ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ସ୍ତରୀୟ ତାଲିମ ବୈଠକ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ଭୋଟ ଗଣତି ସମ୍ବନ୍ଧୀୟ ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ସ୍ତରୀୟ ତାଲିମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧିକାରୀ ମାନଙ୍କୁ ସେମାନଙ୍କ ଗୁରୁଦାୟିତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ । ରାଜ୍ୟ ସ୍ତରୀୟ…
Read More...

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ

୯୮ ଲକ୍ଷ ୬ ହଜାର ୫୯୨ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ, ୫ ବାଇକ୍ ଏବଂ ଏକ ଚାରିଚକିଆ ଯାନ ଜବତ ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଚାଲିଛି । ଗତ ୩୦ ତାରିଖରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୨୧୫ ଲିଟର…
Read More...