ପୈଗମ୍ବର ମହମ୍ମଦଙ୍କ ୧୫୦୦ତମ ଜୟନ୍ତୀ ପାଳନ ଓ ଶୋଭାଯାତ୍ରା
ରାଉରକେଲା, (ସସ୍ମିତା ପ୍ରଧାନ) : ମୁସଲମାନ ସମ୍ପ୍ରଦାୟର ଧର୍ମଗୁରୁ ପୈଗମ୍ବର ମହମ୍ମଦଙ୍କ ୧୫୦୦ତମ ଜୟନ୍ତୀ ପାଳନ ଅବସରରେ ସେକ୍ଟର ୨୦ ଆଜାଦ୍ ବସ୍ତି ଠାରୁ ଆମ୍ବାଗାନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ସେକ୍ଟର ୨୦ ଆଜାଦ ବସ୍ତିରୁ ଆରମ୍ଭ ହୋଇ ୨୦ ନମ୍ବର ଡି!-->…
Read More...
Read More...