ଏଆଇ ଯୁଗରେ ବର୍ଦ୍ଧିତ ଭ୍ରମାତ୍ମକ ସୂଚନା ମଧ୍ୟରେ ଗଣମାଧ୍ୟମର ବିଶ୍ୱସନୀୟତାକୁ ସୁରକ୍ଷା ଦେବା ଏକ ସାମୂହିକ ଦାୟିତ୍ୱ

• ସାମ୍ବାଦିକମାନଙ୍କୁ ମାର୍ଗଦର୍ଶନ କରୁଥିବା ମାନବୀୟ ମନ, ବିଚାରଶକ୍ତି, ବିବେକ ଏବଂ ଦାୟିତ୍ୱବୋଧକୁ ଏଆଇ କେବେବି ବଦଳାଇ ପାରିବ ନାହିଁ: ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ• ପାରମ୍ପରିକ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଯଥାକ୍ରମେ ଗତି ଏବଂ ନିୟୋଜନ ଅପେକ୍ଷା ସତ୍ୟତାକୁ ପ୍ରାଥମିକତା…
Read More...

ସୁରଭି ୨୦୨୫ରେ ଦମୟନ୍ତୀଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ଗାନ୍ଧୀ ନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଦମୟନ୍ତୀ ଖୁଆସ ସୁରଭି ୨୦୨୫ କାର୍ଯ୍ୟକ୍ରମରେ ବକ୍ତୃତା ପ୍ରତିଯୋଗିତା ପ୍ରସଙ୍ଗ - "କୃତିମ ବୁଦ୍ଧିମତା ଶିକ୍ଷଣ ଶିକ୍ଷାଦାନରେ ଶିକ୍ଷକଙ୍କର…
Read More...

ଡେଲାଙ୍ଗରେ ରାଷ୍ଟ୍ରୀୟ ପ୍ରେସ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ନଭେମ୍ବର ୧୬ରେ ଭାରତରେ "ଜାତୀୟ ସାମ୍ବାଦିକତା ଦିବସ" ପାଳନ କରାଯାଏ । ଗଣତାନ୍ତ୍ରିକ ସମାଜରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଏହା ଏକ ସ୍ମୃତିଚାରଣ ଦିବସ ଯାହା ଆଲୋକପାତ କରିଥାଏ ଗଣମାଧ୍ୟମର କର୍ତ୍ତବ୍ୟକୁ…
Read More...

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୫ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ରାୟଗଡ଼ ବିଧାୟକ ଶ୍ରୀ କାଡ୍ରାକା ଆପ୍ପାଲସ୍ୱାମୀ ମୁଖ୍ୟ…
Read More...

ହୁମ୍ବର ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ହୁମ୍ବର ଗ୍ରାମରେ ଅବସ୍ଥାପିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ରବିବାର ପାଳିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ…
Read More...

ଭଣ୍ଡାରବାଞ୍ଜି ଅଙ୍ଗନୱାଡ଼ି କର୍ମୀଙ୍କ ୭ ବସ୍ତା ଚାଉଳ ବିକ୍ରି ଅଭିଯୋଗ ଘଟଣାରେ ଗାଁକୁ ପହଞ୍ଚିଲେ ପୂର୍ବ କଂଗ୍ରେସ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପଡ଼ା ପଞ୍ଚାୟତ ଭଣ୍ଡାରବାଞ୍ଜି ଗ୍ରାମର ଅଙ୍ଗନବାଡ଼ି କର୍ମୀ ସସ୍ମିତା ବାଗ ଗତ ୮ ତାରିଖ ରାତିରେ କେନ୍ଦ୍ରର ଶିଶୁଙ୍କ ପାଇଁ ଆସିଥିବା ୭ବସ୍ତା ଚାଉଳ ଇଚ୍ଛାପଡା ଗାଁର ହିତେଶ ବେହେରାଙ୍କ ପିକଅପ୍ ଗାଡି (ଓଡ଼ି ୦୩…
Read More...

ବ୍ରହ୍ମପୁର ଠାରେ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଠାରେ ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ଗଞ୍ଜାମ ଶାଖା ତରଫରୁ ଜାତୀୟ ଫାର୍ମାସୀ ସପ୍ତାହ ପାଳନ ରବିବାର ଆୟୋଜିତ ହୋଇଯାଇଛି । ପ୍ରଥମ ପର୍ୟ୍ୟାୟରେ ସମ୍ପାଦକ ତ୍ରିନାଥ ବେହେରାଙ୍କ ଦ୍ଵାରା ସଭା…
Read More...

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ବିରାଟ ଭବ୍ୟ ଆକାରରେ ପାଳିତ

ଜିଲ୍ଲାର ୧୮ଜଣ ବିଶିଷ୍ଟ ପ୍ରତିଭା ଓ ୨ ଅନୁଷ୍ଠାନଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧନା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିର ସମ୍ମୁଖ ପଡିଆରେ ରବିବାର…
Read More...

ଜୟପାଟଣାରେ ପ୍ରେସ ଦିବସ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ସ୍ଥାନୀୟ ପର୍ଶୁରାମ ପେଲେସ ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ମହା ସମାରୋହର ସହ ପାଳିତ ହୋଇଯାଇଛି । ଏସୋସିଏସନର ବରିଷ୍ଠ ସଦସ୍ୟ ସୁଶୀଲ ନାଏକଙ୍କ ଆବାହକତ୍ୱରେ ସମସ୍ତ ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ସ…
Read More...

ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ସୁନ୍ଦରଗଡ ଜିଲ୍ଲା ଦ୍ଵାରା ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୮ଟି ସେଣ୍ଟରରେ ୧୫୦୦ରୁ ଅଧିକ ପିଲାମାନେ ଅଂଶ ଗ୍ରହଣ କରିଥିଲେ । ରାଉରକେଲାରେ ୩ଟି ଯଥା :୧)…
Read More...