ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ତୁଷୁରା, (କେପିଏନ୍ଏସ୍) : ତୁଷୁରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାନୁମତୀ ଛାତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ରେଡକ୍ରସ କାଉନସିଲର ବାଳକୃଷ୍ଣ ମହାପାତ୍ର!-->…
Read More...
Read More...