ସ୍କୋରପିଓରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍କୋରପିଓରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ବଲାଙ୍ଗିର ପୁଇଁନ୍ତଳା ବାଇପାସ ପାର୍କିଂ ନିକଟରେ ଜବତ କଲା ଗାଡି ସହ ଗଞ୍ଜେଇ । ପୋଲିସ ଯାଞ୍ଚ ବେଳେ ରାତିରେ ଫେରାର ମାରୁଥିଲା ଗଞ୍ଜେଇ ଭର୍ତ୍ତି ଗାଡି । କାବୁ କଲା ତରଭା ପୋଲିସ । କେତେ ପରିମାଣ ଗଞ୍ଜେଇ…
Read More...

ଅବସରପ୍ରାପ୍ତ ସମବାୟ କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅବସରପ୍ରାପ୍ତ ସମବାୟ କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । କର୍ମଚାରୀମାନେ ଦୀର୍ଘ ସମୟ ହେବ ଅବସର ନେଇ ସାରିଥିବା ସତ୍ୱେ ସେମାନଙ୍କୁ ଅବସରକାଳୀନ ସୁବିଧା ମିଳୁ ନ ଥିବା ସଂଘ ଅଭିଯୋଗ କରିଛି…
Read More...

ଜନ୍ମୋତ୍ସବ ପାଳନ ଶୋଭାଯାତ୍ରାରେ ଖଣ୍ଡା ଓ ଗଦା ବୁଲାଇ ନାଚିଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ମୁନ୍ନା ସାହୁ) : ପବିତ୍ର ହନୁମାନ ଜନ୍ମୋତ୍ସବ ଅବସରରେ ପଦ୍ମପୁର ସହର ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଯାଇଥିଲା । ଏହି ଅବସରରେ ଏକ ବିଶାଳ ଓ ଆକର୍ଷଣୀୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା, ଯାହା ସହରର ପ୍ରମୁଖ ରାସ୍ତା ଓ ଅଞ୍ଚଳମାନଙ୍କୁ ପରିକ୍ରମା କରିଥିଲା । ଶୋଭାଯାତ୍ରାରେ…
Read More...

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌

ଚାଲିଗଲା ମା’-ବାପା ଓ ଦେଢ଼ ବର୍ଷର ପୁଅର ଜୀବନଉତ୍ତ୍ୟକ୍ତ ଲୋକେ ବଲାଙ୍ଗିର, (କେପିଏନ୍‌ଏସ୍‌) : ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ । ମା’ ଗୁରୁତର । ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର-ସୋନପୁର ଏନ୍‌.ଏଚ୍‌ ୫୭ର ଟୋଲଗେଟ ନିକଟରେ । ସୂଚନା ମୁତାବକ, ଡୁମ୍ବେରବାହାଲ ଗାଁର…
Read More...

ନିଶାରେ ମାତାଲ୍ ବଡ଼ବାବୁ ପାଇଁ ତହସିଲର ମୁଣ୍ଡବିନ୍ଧା ଘଟଣା

ମଦ୍ୟପ ବଡ଼ବାବୁ ଲମ୍ବୋଦର ଭୋଇ ସସପେଣ୍ଡ୪ଥର ଥାନାରେ ଅଟକ ଓ ତାଗିଦ୍ ପରେ ବି ନିଶା ଛାଡିନଥିଲା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ଅଫିସର ସେକ୍ସନ ଅଫିସର (ବଡ଼ବାବୁ) ଲମ୍ବୋଦର ଭୋଇ ଅଫିସ କାର୍ଯ୍ୟ ସମୟରେ ସବୁବେଳେ ପ୍ରଚୁର ମଦପିଇ ନିଶାଗ୍ରସ୍ତ…
Read More...

ଷଡ଼ଯନ୍ତ୍ର କରି ଜମି ହଡ଼ପ ଅଭିଯୋଗ

ବରଗଡ, (ମୁନ୍ନା ସାହୁ) : ଷଡ଼ଯନ୍ତ୍ର କରି ଜମି ହଡ଼ପର ସାଙ୍ଘାତିକ ଅଭିଯୋଗ । ଭୁଆଁ ବୁଲେଇ ନିରୀହ ଜମିମାଲିକଙ୍କୁ ଠକି ଦେଲେ ଦଲାଲ । ଘଟଣାର ତିନି ଦିନ ପରେ ସବୁ କିଛି ଜଣାପଡ଼ିବା ପରେ ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର, ହେଲେ ମିଳିଲାନି ନ୍ୟାୟ । ଦଲାଲଙ୍କ କୁଚକ୍ରାନ୍ତରେ ପଡ଼ି ଆଜି…
Read More...

ଏପ୍ରିଲ୍ ୧୫, ୨୦୨୬ : ବିଶ୍ୱ କଳା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୨୦୧୯ରେ ୟୁନେସ୍କୋର ସାଧାରଣ ସମ୍ମିଳନୀର ୪୦ତମ ଅଧିବେଶନରେ "ବିଶ୍ଵ କଳା ଦିବସ", କଳାର ବିକାଶ, ବିସ୍ତାର ଏବଂ ଉପଭୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସବ ବୋଲି ଘୋଷଣା କରାଯାଇଥିଲା । କଳା ପୃଥିବୀର ସମସ୍ତ ଲୋକଙ୍କ ପାଇଁ ସୃଜନଶୀଳତା, ନବସୃଜନ…
Read More...

ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ସଦର ମହକୁମା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା କୋଶଲ କଳାମଣ୍ଡଳରୁ ବାହାରି ସହରର ବିଭିନ୍ନ ଅଂଚଳ ପରିକ୍ରମା…
Read More...

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ମା' ପାଟଖଣ୍ଡା ମନ୍ଦିର…
Read More...

ବାଲିଗୁଡ଼ା ଠାରୁ ସମ୍ୱଲପୁର ସରକାରୀ ବସ ଚଳାଚଳ ଦାବି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡାକୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି । ସେ ଭିତରେ ବାଲିଗୁଡା ଠାରୁ ସମ୍ବଲପୁର ଯିବାକୁ ସାଧାସଳଖ ସରକାରୀ ବସ୍ ଚଳାଚଳ ନଥିବାରୁ…
Read More...