mahavir

ସ୍କୋରପିଓରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍କୋରପିଓରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ବଲାଙ୍ଗିର ପୁଇଁନ୍ତଳା ବାଇପାସ ପାର୍କିଂ ନିକଟରେ ଜବତ କଲା ଗାଡି ସହ ଗଞ୍ଜେଇ । ପୋଲିସ ଯାଞ୍ଚ ବେଳେ ରାତିରେ ଫେରାର ମାରୁଥିଲା ଗଞ୍ଜେଇ ଭର୍ତ୍ତି ଗାଡି । କାବୁ କଲା ତରଭା ପୋଲିସ । କେତେ ପରିମାଣ ଗଞ୍ଜେଇ ଅଛି କେଉଁଠୁ କେଉଁଠିକୁ ଯାଉଥିଲା ତାହାର ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.