ଉପଜିଲ୍ଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ : ୩ ଦୋକାନ ଛାରଖାର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସାଗରପଡ଼ା ଉପଜିଲ୍ଲାପାଳଙ୍କ ଅଫିସ ନିକଟ ଛକରେ ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି । ଗୋଟିଏ ଟାୟାର ଦୋକାନ ଓ ଦୁଇ ଉଠା ଦୋକାନର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଆଜି ସକାଳୁ ଦୋକାନରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକ!-->…
Read More...
Read More...