ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତିନି ଗୋଟି ହରିଣ ଗାଁ ମୁହାଁ
କଟକ, (କେପିଏନ୍ଏସ୍) : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତିନି ଗୋଟି ହରିଣ ଗାଁ ମୁହାଁ ହୋଇଥିବାର ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, କଟକ ସଦର ଥାନା ହରିଅନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିମଳ ମହୁରା ଗହୀରରେ ସକାଳୁ ସକାଳୁ ତିନିଗୋଟି ବଡ଼ ହରିଣ ବୁଲୁଥିବାର ଦେଖିବାକୁ ମିଳିଛି ।!-->…
Read More...
Read More...