ମଲମୁଣ୍ଡା କ୍ଲଷ୍ଟର ଚତୁର୍ଥ ମାସିକ ବୈଠକ

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ୍ ଅନ୍ତର୍ଗତ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜୁହ୍ନାପଦର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ଆବାହକ କ୍ରମେ ଓସେପା, ଓଡିଶାଙ୍କ ପତ୍ର ସଂଖ୍ୟା- ୧୧୦୧୬ / ଟିଇଓ…
Read More...

ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ

ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପିରେ ସାମିଲ କରିବାକୁ ଦାବି ବରଗଡ଼/ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖ ଦିନ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମ ପଞ୍ଚାୟତ, ପାଇକମାଲ ବ୍ଲକର ପଲସଦା ଓ…
Read More...

ବଲାଙ୍ଗିରରେ ଗର୍ଜିଲା କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗର୍ଜିଲା କଂଗ୍ରେସ । ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରାକୁ ନେଇ ବଲାଙ୍ଗିରରେ ଆୟୋଜିତ ହୋଇଛି ସାମ୍ବାଦିକ ସମ୍ମିଳନୀ । ଏଆଇସିସି ନିର୍ଦ୍ଦେଶକ ଏବଂ ପିସିସ ସଭାପତିଙ୍କ ଅନୁମୋଦନକ୍ରମେ ଆୟୋଜିତ ଏହି ସମ୍ମିଳନୀରେ କଂଗ୍ରେସ ନେତାମାନେ…
Read More...

ବୁଢ଼ୀପଦର ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ଲକ୍ଷ୍ମୀ ପଧାନ୍, ଲୋଇସିଂହା ବିଡ଼ିଓ ଅକ୍ଷୟପାଣି ଉଡୁ, କନିଷ୍ଠ ଯନ୍ତ୍ରୀ କେଦାରନାଥ ମେହେର, ନିର୍ବାହୀ ଅଧିକାରୀ ପ୍ରହ୍ଲାଦ ବେହେରା, ଏଡିଇଓ…
Read More...

ଝାରମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ପ୍ରଯୁକ୍ତି ପ୍ରଶିକ୍ଷଣ ତଥା ରକ୍ତଦାନ ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ “ଟ୍ରେନିଂ କ୍ୟାମ୍ପ ଅନ୍ ଇମର୍ଜିଙ୍ଗ ଟେକ୍ନୋଲୋଜିସ” ଏବଂ “ଓଡ଼ିଶା ବ୍ଲଡ୍ ଡୋନର ସେଣ୍ଟର, ବଲାଙ୍ଗିର” ଆନୁକୂଲ୍ୟରେ ରକ୍ତଦାନ ଶିବିର ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ…
Read More...

ଜନସମ୍ପର୍କ ପଦଯାତ୍ରାରେ ଦମ୍ ଦେଖାଇଲେ ସରୋଜ

ପାଟଣାଗଡ଼ : ଜନସମ୍ପର୍କ ପଦଯାତ୍ରାରେ ଦମ୍ ଦେଖାଇଲେ ସରୋଜ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ଦେଖିବାକୁ ମିଳିଛି ଦଳୀୟ ନେତା ଓ କର୍ମୀଙ୍କ ଉତ୍ସାହ । ପାଟଣାଗଡ଼ରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା । ବଲାଙ୍ଗିର ଜିଲ୍ଲା ବିଜେଡି…
Read More...

କଣ୍ଟାବାଞ୍ଜିରେ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ

ହସ୍ପିଟାଲରେ ସଫାଇ ସହ ରୋଗୀଙ୍କୁ ଫଳ ବଣ୍ଟନ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ କଣ୍ଟାବାଞ୍ଜିରେ ପାଳିତ ହୋଇଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ । କଣ୍ଟାବାଞ୍ଜି ଏନ୍‌ଏସି…
Read More...

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ମୁନ୍ନା ସାହୁ ) : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ଭୁତପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଗଣତନ୍ତ୍ରର ସୁରକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀରେ ବରଗଡ ଗାନ୍ଧୀଛକ ଠାରେ…
Read More...

ଝରିଆପାଣି ଗାଁରେ ଶିକ୍ଷା ବ୍ୟବସ୍ଥା ଚିନ୍ତାଜନକ, ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

ମୁନିଗୁଡ଼ା, (ରମାକାନ୍ତ ପଡାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି ପଞ୍ଚାୟତ ଅନ୍ତର୍ଗତ ଝରିଆପାଣି ଗାଁରେ ଏବେ ବି ଶିକ୍ଷା ଓ ମୌଳିକ ସୁବିଧାର ଚିତ୍ର ଚିନ୍ତାଜନକ । ଗାଁକୁ ଯିବା ପାଇଁ ମୁଖ୍ୟ ରାସ୍ତାରୁ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲ ରାସ୍ତା ପାର ହେବାକୁ ପଡ଼େ । ଏହାରି…
Read More...

ଜେନିଥ୍ ଲାୟନ୍ସ ଗୁରୁକୁଳରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ୍ ଲାୟନ୍ସ ଗୁରୁକୁଳ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗାନ୍ଧୀଜୀ ଏବଂ…
Read More...