ସାଂସଦ ଲୋକଙ୍କ ସମସ୍ୟା ଶୁଣି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ କାର୍ଯ୍ୟଧାରାରେ ନିର୍ବାଚନମଣ୍ଡଳୀର ଜନସାଧାରଣ ବେଶ୍ ସନ୍ତୁଷ୍ଟ ଅଛନ୍ତି । ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନିଜେ ଲୋକଙ୍କ ସମସ୍ୟା ଶୁଣନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତି । ସାଂସଦ!-->…
Read More...
Read More...