ଆଞ୍ଚଳିକ ବିକାଶ ପାଣ୍ଠି ଦାବୀ କରି ବାନେର ଗ୍ରୀଡ ସମ୍ମୁଖରେ ଅନଶନ
ଜୟପାଟଣା, (ଶେଷଦେବ ବେହେରା) : ବିଭିନ୍ନ ବିକାଶ ପାଇଁ ଅନୁଦାନ ଦାବି କରି ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଓପିଟିସିଏଲ୍ ସମ୍ମୁଖରେ ସମ୍ପୃକ୍ତ ଗ୍ରାମର ଚିନ୍ତାମଣି କୁମାର ଦିନ ୧୦ଟାରୁ ଅନଶନରେ ବସିଥିବା ସୁଚନା ମିଳିଛି । ବାନେର ଗ୍ରାମର ପ୍ରାୟ ୨୫ଏକର ଗୋଚର ଜମିରେ ଓପିଟିସିଏଲ୍କୁ!-->…
Read More...
Read More...