jayashree

ଦେଢ଼ କୋଟି ଟଙ୍କାର ସାମଗ୍ରୀ ହେରଫେର ଓ ଠକେଇ ଅଭିଯୋଗରେ ଅଭିଯୁକ୍ତ ସରୋଜ ସାହୁ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାଇପାସ୍ ରୋଡ୍‌ରେ ଥିବା ‘ଗ୍ଲୋବାଲ୍ ଏଣ୍ଟରପ୍ରାଇଜେସ୍’ କାରଖାନାରୁ ପ୍ରାୟ ଦେଢ଼ କୋଟି ଟଙ୍କାର ସାମଗ୍ରୀ ହେରଫେର ଓ ଠକେଇ କରିବା ଅଭିଯୋଗ ଆଧାରରେ ଉକ୍ତ କାରଖାନାର ମାଲିକକୁ ହତ୍ୟା ଧମକ ଦେବା ମଧ୍ୟ ଅଭିଯୋଗ ହୋଇଛି । ଏହି ମାମଲାରେ ଉକ୍ତ କାରଖାନାରେ କାମ କରୁଥିବା ପୂର୍ବତନ କର୍ମଚାରୀ ସରୋଜ କୁମାର ସାହୁ (୩୨)ଙ୍କୁ ବୈଦ୍ୟନାଥପୁର ଥାନା ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.