pakka

ଶାଳ ପଟା ଜବତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗ ବୁଧବାର ସ୍ଥାନୀୟ ପଥରଚେପା ନିକଟରେ ଚଢାଉ କରି ଶାଳ ପଟା ଜବତ କରିଛି । ଏଥିସହ ପଟା ଚାଲାଣରେ ବ୍ୟବହୃତ ହେଉଥିବା ଏକ ଅଟୋରିକ୍ସାକୁ ମଧ୍ୟ ଜବତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

one × one =

error: Content is protected !!