pakka

ସାଢେ ୩ କେଜି ଗଞ୍ଜେଇ ଜବତ

bbehera

ପାଟଣାଗଡ଼,(ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ୍‌ ଧୁବଲପଡା ଗ୍ରାମର ମେଶୁ ମେହେର(୭୦)ଙ୍କ ଘରେ ଅବକାରୀ ବିଭାଗ ଚଢଉ କରି ସାଢେ ୩ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ମେଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମେଶୁ ବେଆଇନ ଭାବେ ଘରେ ଗଞ୍ଜେଇ ରଖିଥବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା ।

jay balangir
Leave A Reply

Your email address will not be published.

1 × one =

error: Content is protected !!