csstore

ପାଟଣାଗଡ଼ ଜିଲ୍ଲାପରିଷଦ ଜୋନ୍‌ ନଂ ୩, ୧୪, ୨୬ରେ ପଞ୍ଚମ ରାଉଣ୍ଡରେ ବିଜେଡି ଆଗୁଆ, ଗଣତି ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ଜୋନ୍‌ ନଂ ୩ରେ ତିନି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ମେହେର ୧୨୫୨ ଭୋଟରେ ଆଗୁଆ ଥିବା ବେଳେ ପାଟଣାଗଡ଼ ଜୋନ ନଂ ୧୪ର ପାଞ୍ଚ ରାଉଣ୍ଡ ସୁଦ୍ଧା ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ବିଶେଶ୍ୱରୀ ବରିହା ୩୦୪୧ ଭୋଟ ପାଇ ଆଗୁଆ ରହିଛନ୍ତି । ସେହିପରି ବେଲପଡା ଜୋନ୍‌ ନଂ ୨୪ର ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଜୟ ଧରୁଆ ଆଗୁଆ ରହିଥିବା ଭୋଟ ଗଣତିର ଅନ୍ତରିଣ ଫଳାଫଳ ତଥ୍ୟ ଅନୁସାରେ ସୂଚନା ମିଳିଛି ।

jayashree
Leave A Reply

Your email address will not be published.