ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଦେହାବଶେଷକୁ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା ଜ୍ଞାପନ

ବୀରମହାରାଜପୁର : ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଦେହାବଶେଷକୁ ବୀରମହାରାଜପୁରଠାରେ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମେ ବାଗବର ହରିହର ଜୋର ନକଟସ୍ଥ ଗାୟତ୍ରୀ ଆଶ୍ରମକୁ ଶ୍ରା ଅରବିନ୍ଦଙ୍କ ଦେହାବଶେଷ ନିଆଯାଇଥିଲା । ପରେ ବୀରମହାରାଜପୁର ଏବଂ ଅ.ରାଣୀପୁର ଅରବିନ୍ଦ ସ୍କୁଲକୁ ନିଆଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଚିତାଭଷ୍ମକୁ ଜାଲୋଏ-ଉଲୁଣ୍ଡା ଦେଇ ସମ୍ବଲପୁର ଅଭିମୁଖେ ନିଆଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.