ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଏବଂ ମାଁ ମାଉଳି କ୍ରିକେଟ କ୍ଳବର ମିଳିତ ପ୍ରୟାସରେ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେଞ୍ଜରିଆପାଲି ପଞ୍ଚାୟତର କଦଲିପାଲି ଗାଁରେ ମାଁ ମାଉଳି କ୍ରିକେଟ୍ କପ୍ ତରଫରୁ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ ଏବଂ ମାଁ ମାଉଳି କ୍ରିକେଟ କ୍ଳବର ମିଳିତ ପ୍ରୟାସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡୀୟ ପୁଲିସ୍ ଅଧିକାରୀ ଡୋଲାମଣି ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ୍ କରିଥିଲେ । ଏଥିରେ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

Leave A Reply

Your email address will not be published.

2 × four =

error: Content is protected !!