ଦେଶରେ ଗତ ୨୪ ଘଣ୍ଟାରେ ୧୭୨୪୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୧୦୦୮ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୧୭୨୪୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ରହିଛି ୧୫ ଲକ୍ଷ ୩୩ ହଜାର ୯୨୧ ରହିଥିବା ବେେ ୨ ଲକ୍ଷ ୫୯ ହଜାର ୧୦୭ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାବତ କରୋନାରୁ ସୁସ୍ଥ ହୋଇଛନ୍ତି ମୋଟ ୩ କୋଟି ୯୭ ଲକ୍ଷ ୭୦ ହଜାର ୪୧୪ ଆକ୍ରାନ୍ତ ।

Leave A Reply

Your email address will not be published.

four × five =

error: Content is protected !!