ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନ ହେମା ଢୋଲବନ୍ଧ ଦ୍ୱାରା ଆସନ୍ତା ୩୦ ତାରିଖରୁ ହେବାକୁ ଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଲଘୁଚାପ ଜନିତ ବର୍ଷା କାରଣରୁ ସ୍ଥଗିତ ରଖାଯାଇଛି । ଖୁବ ଶୀଘ୍ର ପାଗ ଭଲ ରହିଲେ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ପ୍ରକାଶ ।

Leave A Reply

Your email address will not be published.