oom

ଆଜି ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ : ବଲାଙ୍ଗିର ପୌରାଂଚଳରେ ୪୧

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରେ ପଜିଟିଭ୍‌ଙ୍କ ସଂଖ୍ୟା ୪୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୨, ୨ରୁ ୪, ୩ରୁ ୨, ୪ରୁ ୫, ୬ରୁ ୩, ୭ରୁ ୩, ୧୦ରୁ ୧, ୧୨ରୁ ୨, ୧୪ରୁ ୨, ୧୫ରୁ ୩, ୧୮ରୁ ୫ ଏବଂ ୨୦ରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକ୍‌ ନଅଗାଁ-ଏ ଗ୍ରା.ପ.ରୁ ୧, ବଡ଼ଟିକା ଗ୍ରା.ପ.ରୁ ୧, ବୁଦୁଲା ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ସଦେଇପାଲି ଗ୍ରା.ପ.ରୁ ୪, ଚୁଡ଼ାପାଲି ଗ୍ରା.ପ.ରୁ ୧ ଓ ଭୁତିଆରବାହାଲ ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୪, ବଙ୍ଗୋମୁଣ୍ଡା ବ୍ଲକ୍‌ ଚାନ୍ଦୋତରା ଗ୍ରା.ପ.ରୁ ୪, ସିନ୍ଧେକେଲା ଗ୍ରା.ପ.ରୁ ୩, କୁଣ୍ଡାବୁଟୁଲା ଗ୍ରା.ପ.ରୁ ୧, ଗୋଇମୁଣ୍ଡା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ବନ୍ଧପଡ଼ା ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ ତୁଷୁରା ଗ୍ରା.ପ.ରୁ ୩, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୨ରୁ ୩, ୩ରୁ ୨, ୮ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୧ ଏବଂ ଲାଠୋର ଗ୍ରା.ପ.ରୁ ୫, ଲୋଇସିଂହା ବ୍ଲକ୍‌ ସରଗାଡ଼ ଗ୍ରା.ପ.ରୁ ୧, ଲୋଇସିଂହା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ବଥର୍ଲା ଗ୍ରା.ପ.ରୁ ୧, ଉଲ୍‌ବା ଗ୍ରା.ପ.ରୁ ୧, ଗେର୍ଡା ଗ୍ରା.ପ.ରୁ ୧, ପାଟଣାଗନ ଏନ୍‌ଏସି ୱାର୍ଡ ନଂ.୨ରୁ ୨, ୭ରୁ ୧, ୧୪ରୁ ୨, ପୁଇଁନ୍ତଲା ବ୍ଲକ୍‌ ପଥର୍ଲା ଗ୍ରା.ପ.ରୁ ୧, ଛତାମଖନା ଗ୍ରା.ପ.ରୁ ୨, ଦଶପୁର ଗ୍ରା.ପ.ରୁ ୨, ବିଲେଇସଡର଼୍ା ଗ୍ରା.ପ.ରୁ ୧ ଏବଂ କୁରୁଲ ଗ୍ରା.ପ.ରୁ ୨, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରା.ପ.ରୁ ୨, ଟିଟିଲାଗଡ଼ ବ୍ଲକ୍‌ କୁରସୁଡ଼ ଗ୍ରା.ପ.ରୁ ୧, ନାରେନ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୨, ୨ରୁ ୧, ୩ରୁ ୨, ୫ରୁ ୨, ୧୦ରୁ ୧, ୧୧ରୁ ୧ ଏବଂ ୧୨ରୁ ୨, ତୁରେକେଲା ବ୍ଲକ୍‌ ହଲନଭଟା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ଯାଏଁ ବଲାଙ୍ଗିର ଜିଲ୍ଲାରେ ୪୩୦୮ ଜଣ ସମୁଦାୟ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୧୮ ଜଣ ସୁସ୍ଥ ହୋଇଛନ୍ତି । ୭୬୭ ଜଣ ଏବେ ଏକ୍‌ଟିଭ୍‌ ରହିଛନ୍ତି ଏବଂ ୨୩ ଜଣଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.