ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରେ ଗତକାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀବତ୍ସ ବେହେରା, ଜିଲ୍ଲା ବିଜେପି ସାଧରଣ ସଂପାଦକ ମୁକେଶ ଜୈନ ମୁଖ୍ୟ ଅତିଥି, ଅଶୋକ ମିଶ୍ର ଜିଲ୍ଲା ସଂପାଦକ, ଅତିଥି, ଆଲୋକ ନାୟକ ଜିଲ୍ଲା ମିଡିଆ ପ୍ରଭାରୀ ଅତିଥି ଉପସ୍‌ସ୍ଥି ଥିଲେ । ସଭା ଶେଷରେ ଯୁବ ମୋର୍ଚା ରାଜ୍ୟ ସଦସ୍ୟ ନରସିଂହ ସିଂହ ଧନ୍ୟବାଦ ଦେଇଥିଲେ ଟିଟିଲାଗଡ଼ ବିଜେପି କର୍ମକର୍ତା ଉପସଭାପତି ଲିଙ୍ଗରାଜ ନାୟକ, ରାଜୁ ରାଓ, ବିଜେପି ନଗର ସଂପାଦକ କୁନା ଭାଟି, ରଶ୍ମି ଖମାରୀ, ଲୂଥୂରବନ୍ଦ ମଣ୍ଡଳ ପ୍ରଭାରୀ ବିପିନ ଠାକୁର, ସୁନ୍ଦର ଲାଲା ଶର୍ମା ସାଂସଦ ପିଏଚଡି ପ୍ରତିନିଧି, ଖାଦ୍ୟ ଯୋଗାଣ ସାଂସଦ ପ୍ରତିନିଧି ଓ ଅନ୍ୟାନ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.