ଗୋପବନ୍ଧୁ ଯୁବକ କ୍ଲବ ପକ୍ଷରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସମାରପାଲି ଗ୍ରାମର ଯୁବକମାନେ ଏକତ୍ରୀତ ହୋଇ ଗ୍ରାମର ନାଳ ନର୍ଦ୍ଦମା ଅଳିଆ ଆବର୍ଜନା ଅନାବନା ଘାସ ଗୁଡିକ ସଫା କରିଛନ୍ତି । ମଶା ବଂଶ ବିସ୍ତାର ନ ହେବା ପାଇଁ ଏହି କାର୍ଯ୍ୟ ତୁଲାଇଛନ୍ତି । ଏହି ଗ୍ରାମର ଯୁବ ଗୋଷ୍ଟୀ ଆଗାମୀ ଦିନରେ ଗ୍ରାମକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଲକ୍ଷ ରଖିଛନ୍ତି ଯୁବକ ମାନେ । ବିଭିନ୍ନ ସ୍ଥାନ ମାନଙ୍କରେ ସଫେଇ କରାଯାଇଛି ଗ୍ରାମର ସ୍କୁଲ ପରିସର, ପୋଖରି ପାଶ୍ୱର୍, ଗାଁ ଦାଣ୍ଡ । ଏହି ସଫେଇ କାର୍ଯ୍ୟକ୍ରମରେ କ୍ଲବ ସଭାପତି କୁଶଲ ଚରଣ ସାହୁଙ୍କ ସମେତ ଗ୍ରାମର ଯୁବକ ରମାକାନ୍ତ ସାହୁ, ଲୋକେଶ ସାହୁ, ସଂଜୀବ ସାହୁ, ବିକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ସଫେଇ ଅଭିଯାନକୁ ଆଗେଇ ନେଇଥିଲେ ।

2 Comments
  1. RAMAKANTA SAHU says

    thanks

    1. Koshala Prabaha says

      ok

Leave A Reply

Your email address will not be published.