ବିଡ଼ିଓଙ୍କୁ ଗାଁ ସାଥୀ ସଙ୍ଘର ଦାବୀପତ୍ର

ଆଗଲପୁର, (କେପିଏନ୍‌ଏସ୍‌) : କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ତଥା ପରିଚୟ ପତ୍ର ଦାବୀରେ ଆଗଲପୁର ବ୍ଲକ ଗାଁ ସାଥୀ(ମେଟ) ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଙ୍ଘର ସମ୍ପାଦକ ଆନନ୍ଦ ପଧାନଙ୍କ ନେତୃତ୍ୱରେ ଆଗଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ନିୟୋଜିତ ୫୦ରୁ ଅଧିକ ଗାଁ ସାଥୀ ଏଥିରେ ଯୋଗ ଦେଇ ବିଡ଼ିଓ ଭୁବନ ଶତପଥୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.