csstore

ଭେକସିନ ପ୍ରଦାନରେ ବିଜେଡ଼ିର ସହଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇଦିନ ଧରି ବଲାଙ୍ଗିର ସହରରେ ଚାରୋଟି ସ୍ଥାନରେ ଭେକସିନ ପ୍ରଦାନ କରାଯାଉଛି । ଏହି କେନ୍ଦ୍ର ମାନଙ୍କରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର କର୍ମକର୍ତାମାନେ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖି ସାନିଟାଇଜର ପ୍ରଦାନ କରି ମାକ୍ସ ଦେଇ ସଚେତନ କରିବା ସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରୁଥିବା ବେଳେ ଭେକସିନ ସଂଗ୍ରହକାରୀଙ୍କୁ ପାନୀୟ ଜଳ ମଧ୍ୟ ପ୍ରଦାନ କରୁଛନ୍ତି । ଏହି ସବୁ କାର୍ୟ୍ୟକ୍ରମ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସୁମନ ନନ୍ଦଙ୍କ ନେତୃତ୍ବରେ ସଂଯୋଜନା ଚାଲିଥିବା ବେଳେ ଅନେକ ଛାତ୍ର ନେତା ସହଯୋଗ କରୁଛନ୍ତି ।

jayashree
Leave A Reply

Your email address will not be published.