ବିଜେପି ତରଫରୁ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିଜେନ ସ୍ତର ଯାଞ୍ଚ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବିଜେପି କର୍ମକର୍ତ୍ତାଙ୍କ ଦ୍ଵାରା ବାଦୀମୁଣ୍ଡା ଓ ମାହାରପାଲି ଗ୍ରାମରେ କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲୋକଙ୍କ ଥର୍ମାଲ ସ୍କ୍ରିନିଂ ସହିତ ଅକ୍ସିଜେନ ସ୍ତର ଯାଞ୍ଚ କରାଯାଇଥିଲା । ସ୍ଥାନୀୟ ସମିତି ସଭ୍ୟ ସାଇଦେବ ପଟେଲଙ୍କ ସମେତ ବିଜେପିର କର୍ମକର୍ତ୍ତା ମାନେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.