jayashree

ଉତ୍କଳ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଖାଦ୍ୟ ବଂଟନ

କେନ୍ଦ୍ରାପଡା, (କେପିଏନ୍‌ଏସ୍‌) : ଉତ୍କଳ ସାମ୍ବାଦିକ ସଂଘ, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଭିକ୍ଷୁକ, ଦିବ୍ୟାଙ୍ଗ ଏବଂ ମାନସିକ ଭାରସାମ୍ୟ ହରାଇଥିବା ଅସହାୟ ଲୋକଙ୍କୁ ଲକ୍ ଡାଉନ୍‌ ଆରମ୍ଭ ଠାରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଆଜି ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ଏବଂ କରୋନା କିଟ୍ ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମ ଲକ୍ ଡାଉନ ଥିବା ପର୍ୟ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି ।

Leave A Reply

Your email address will not be published.