ଅସହାୟଙ୍କୁ ସହାୟତା ଦେଲେ ରାଜ୍ୟ ବିଜେଡି ଯୁବ ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତର ବୁଢୀପଦର ଗ୍ରାମର ଚିରଂଜୀବ ପୁଟେଲ ଓ ବାପାମା’ ଛେଉଣ୍ଡ ଭଜି ପୁଟେଲଙ୍କୁ ସହାୟତାର ହାତ ବଢାଇଛନ୍ତି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ଏହି ସହାୟତା ପ୍ରଦାନ ବେଲେ ଡଃ. ନାରାୟଣ ମିଶ୍ର ଉପସ୍ଥିତ ଥିଲେ । ଅସହାୟଙ୍କୁ ସହାୟତା କରାଯାଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.