p purohi

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ମିଶନ କେଶରୀୟା ଝଣ୍ଡା କାର୍ଯ୍ୟକ୍ରମ

dr. purohit

ଦେଓଗାଁ, (ମନିଷ କୁମାର ସାହୁ) : ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ଦେଓଗାଁ ବ୍ଲକ ତରଫରୁ ଦେଓଗାଁ ଠାରେ ମିଶନ କେଶରୀୟା ଝଣ୍ଡା କାର୍ୟ୍ୟକ୍ରମ ମାଧ୍ୟମରେ ଦେଓଗାଁ ଠାରେ ପ୍ରତ୍ୟେକ ହିନ୍ଦୁ ଘରେ କେଶରୀୟା ପତାକା ଲଗାଯାଇଛି । ଏହି କାର୍ୟ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ, ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ଦେଓଗାଁ ବ୍ଲକ ସଭାପତି ବଦ୍ରୀନାଥ ହୋତା, ରବୀନ୍ଦ୍ର ନାଏକ, କବିରାଜ ସାହୁ, ରାଜୁ ନାଏକ ଏବଂ ଦେଓଗାଁ ବ୍ଲକର ଅନ୍ୟାନ୍ୟ କାର୍ୟ୍ୟକର୍ତ୍ତା ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

nrusinghnath
Leave A Reply

Your email address will not be published.