jayashree

ରାଣୀବନ୍ଧ ଉଦ୍ଧାର କାର୍ଯ୍ୟ ବୁଲି ଦେଖିଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓ ରାଣୀବନ୍ଧ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ଏକାଥରକୁ ୧୧ ଟି ବନ୍ଧର ଉଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ଯାହା ପାଇଁ ୧୪ କୋଟି ଟଙ୍କା ଆସିଛି । ପଙ୍କ ଉଦ୍ଧାର ପରେ ସୌନ୍ଦର୍ଯ୍ୟୀକରଣ, ନାଳ କାମ ହାତକୁ ନିଆଯିବ ବୋଲି କଳିକେଶ କହିଛନ୍ତି ।

Leave A Reply

Your email address will not be published.