ଧାନ କିଣାରେ ଅନିୟମିତତା ଅଭିଯୋଗରେ ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ : ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ ନେଇ ରାସ୍ତା ଉପରେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଚାଷୀ । ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ବାଧାପ୍ରାପ୍ତ ହୋଇଛି ଗାଡ଼ି ମୋଟର ଚଳାଚଳ ।

Leave A Reply

Your email address will not be published.