Browsing Tag

bhadraka news

ନାମୀଦାମୀ କମ୍ପାନୀ ନାଁରେ ନକଲି ସର୍ଫ କାରଖାନା ଠାବ, ବିପୁଳ ସାମଗ୍ରୀ ଜବତ

ଭଦ୍ରକ : ନାମୀଦାମୀ କମ୍ପାନୀର ବ୍ରାଣ୍ଡ ନାଁକୁ ବ୍ୟବହାର କରି ଚାଲିଥିଲା ନକଲି ସର୍ଫ ତିଆରି କାରବାର। ଭଦ୍ରକ ଜିଲ୍ଲାରେ ଏଭଳି ଏକ ନକଲି ସର୍ଫ ପ୍ରସ୍ତୁତି କାରଖାନାର ପର୍ଦ୍ଦାଫାସ କରିଛି ପୁଲିସ। ରାତି ଅଧିଆ ଚଢ଼ାଉ କରି କାରଖାନା ଭିତରୁ ବିପୁଳ ପରିମାଣର ନକଲି ସର୍ଫ ପ୍ୟାକେଟ୍ ଓ ବିଭିନ୍ନ…
Read More...

ତେଲରେ ଅପମିଶ୍ରଣ : ଭାସୁଛି ଜେଲି ଭଳି ପଦାର୍ଥ, ସାମ୍ପୁଲ ନେଲା ପୋଲିସ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ପେଟ୍ରୋଲରେ ଭାସୁଛି ଜେଲି ଭଳି ପଦାର୍ଥ । ଅପମିଶ୍ରଣ ତେଲ ପକାଇବା ଯୋଗୁଁ ଗାଡି ଖରାପ ହେଉଛି । ଏମିତି ଏକାଧିକ ଅଭିଯୋଗ ପରେ ଉତ୍ତେଜନାକୁ ଦେଖି ପୋଲିସ ସାମ୍ପୁଲ ସଂଗ୍ରହ କରିଛି । ଭଦ୍ରକ ସହର ମଧ୍ୟରେ ଥିବା ବର୍ଷା ଫୁଏଲ୍‌ସ୍‌ ବିରୋଧରେ ଏମିତି ଅଭିଯୋଗ ଆସିଛି…
Read More...

ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ପୂର୍ବରୁ ଭିଡ଼ିଓ ବାର୍ତ୍ତାରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଦାବି କରିଛନ୍ତି । ଦାବିପତ୍ର ଅନୁଯାୟୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରହିଛି ।…
Read More...

ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌ : ୨ ମୃତ

ଭଦ୍ରକ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କିଛି ଜଣ ଯାତ୍ରୀ…
Read More...

ଜଳମଗ୍ନ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହ

ଭଦ୍ରକ : ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଜଳମଗ୍ନ ହୋଇଛି ପ୍ରସିଦ୍ଧ ଶୈବପୀଠ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହ । ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି…
Read More...

୧୪ ଗ୍ରାମର ବ୍ରାଉନ ସୁଗାର ଜବତ : ଜଣେ ଗିରଫ

ଭଦ୍ରକ : ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢି ବଢି ଚାଲିଥିବା ବେଳେ ଆଜି ପୁଣି ଭଦ୍ରକ ଟାଉନ ଥାନା ପୁଲିସ ମୋଟେଲ ଛକ ଠାରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ‌ଙ୍କ ଠାରୁ ୨ଟି ମୋବାଇଲ, ଗୋଟିଏ ବାଇକ ଜବତ କରିଛି । ଗିରଫ ହୋଇଥିବା ଯୁବକ…
Read More...

ବେପରୁଆ ଗାଡି ଚାଲଣା : ୬ହଜାର ଟଙ୍କା ଯୁବକଙ୍କୁ ଫାଇନ୍

ଭଦ୍ରକ : ବେପରୁଆ ଗାଡି ଚାଲଣା କରୁଥିବାରୁ ଜଣେ ଯୁବକଙ୍କୁ ୬ ହଜାର ଟଙ୍କାର ଫାଇନ୍ ଦେବାକୁ ପଡିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜି‌ଲ୍ଲାରେ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୁଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଜଣେ ଯୁବକ…
Read More...

୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ ଗିରଫ

ଭଦ୍ରକ : ୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ‌ଙ୍କୁ ଗିରଫ କରିଛି ଧୁଷୁରୀ ପୁଲିସ ବୋଲି ଖବର ମଳିଛି । ସୂଚନା ଯ୍ୟଗ୍ୟ ଯେ, ବହୁ ଦିନ ଧରି ଭଦ୍ରକ ଜିଲ୍ଲାରେ ବ୍ରାଉନସୁଗାର ବେପାରୀ ମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିଲେ, ଯାହାକି ପୁଲିସର ନଜରୁ ଆସିଥିଲା । ତେବେ ଧୁଷୁରୀ…
Read More...

ପିକଅପ୍ ଭ୍ୟାନରୁ ୨୦ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଭଦ୍ରକ : ଥମୁନି ବେଆଇନ୍ ଗୋରୁ ଚାଲାଣ । ପୁଣି ଭଦ୍ରକ ଜିଲ୍ଲାରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ଚରମ୍ପା ନିକଟରୁ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୋଲିସ୍ । ଭଦ୍ରକରୁ କୋଲକାତା ଚାଲାଣ ବେଳେ ଧରାପଡ଼ିଲା ଗାଡ଼ି । ସେଥିରୁ ୨୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।…
Read More...

ଧାନ କିଣାରେ ଅନିୟମିତତା ଅଭିଯୋଗରେ ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ : ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ ନେଇ ରାସ୍ତା ଉପରେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଚାଷୀ । ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ…
Read More...