jsm

କାଳବୈଶାଖୀ ଯୋଗୁଁ ଭାଙ୍ଗିଲା କୋଟି କୋଟି ଟଙ୍କାରେ ନିର୍ମିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଗେଟ୍

csstore

ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହର ସ୍ଥିତ ଥାନା ଛକ ସମ୍ମୁଖରେ ନିର୍ମିତ ବିରାଟ ଧନୁଯାତ୍ରା ଗେଟ୍ କାଳବୈଶାଖୀ ଯୋଗୁଁ ଭାଙ୍ଗି ତଳେ ପଡ଼ିଯାଇଛି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଧନୁଯାତ୍ରା ଗେଟ୍ ଭାଙ୍ଗି ଯିବା ପଛେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଛନ୍ତି ଜନସାଧାରଣ । ବରଗଡ଼ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକ, ଆମ୍ ଆଦମୀ ପାର୍ଟି ରାଜ୍ୟ ସମ୍ପାଦକ ଭବାନୀ ପ୍ରସାଦ ସାହୁ ପ୍ରମୁଖ ଗୁରୁତରଙ୍କୁ ଭେଟି ସମବେଦନା ଜଣାଇବା ସହ ଦୁର୍ନୀତିର ଭିଜିଲାନ୍ସ ତଥା ନ୍ୟାୟିକ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।

yuvodaya
Leave A Reply

Your email address will not be published.