ଓଡିଆ ବୋହୂ ହେଲେ ମିସେସ୍‌ ଇଣ୍ଡିଆ

ଭୁବନେଶ୍ୱର : ପୁଣି ଚମକିଲେ ଓଡିଆ ବୋହୂ । ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ହୋଇଛନ୍ତି ଚଳିତ ବର୍ଷର ମିସେସ୍‌ ଇଣ୍ଡିଆ । ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ନବଦୀପ । ବିବାହ ପରେ ବି ମହିଳା ନିଜ ପ୍ରତିଭାକୁ ପରିପ୍ରକାଶ କରିପାରିବେ । କେବଳ ଘରର ଚାରି କାନ୍ଥରେ ନୁହେଁ ସେ ବାହାରକୁ ବାହାରି ନିଜ ପରିବାରକୁ ଗର୍ବିତ କରାଇପାରିବେ ବୋଲି ନବଦୀପ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.