ସଦେଇପାଲି ୟୁ.ପି.ସ୍କୁଲ ୨୦୦୦ ମସିହା ପଞ୍ଚମ କ୍ଲାସର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦେଇପାଲି ସୋଲାର ପ୍ଲାଣ୍ଟ ହାତୀ ପାହାଡ ଠାରେ ସଦେଇପାଲି ୟୁ.ପି.ସ୍କୁଲ୍‌ ୨୦୦୦ ମସିହାର ପଞ୍ଚମ କ୍ଲାସ ଦୀର୍ଘ ୨୧ବର୍ଷ ପରେ ୫୦ ଜଣଙ୍କୁ ନେଇ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ପ୍ରେମ ରଣା, ଲକ୍ଷ୍ମୀକାନ୍ତ ଥାଟି, ଅଜିତ୍‌ ମିଶ୍ର, ରଶ୍ମୀ ନାଏକ, ନିବେଦିତା ମିଶ୍ର, ବବିତା ଅମାତ୍‌, ସଞ୍ଜିବ ଚନ୍ଦନ ଏବଂ ବାବୁନ ମୁର୍ଗୀଙ୍କ ସହ ଅନ୍ୟାନ୍ୟ ବହୁ ସଦସ୍ୟମାନେ ଯେଗଦାନ କରିଥିଲେ ।

Leave A Reply

Your email address will not be published.