oom

ମୁନିଗୁଡା କଂଗ୍ରେସ ଦ୍ୱାରା ନାରୀ ନିର୍ଯ୍ୟାତନା ସୁରକ୍ଷା ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ

jsmm

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକରେ ଶତାଧିକ କଂଗ୍ରେସ କର୍ମୀଙ୍କ ଦ୍ୱାରା ନାରୀ ନିର୍ଯ୍ୟାତନା ସୁରକ୍ଷା ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁନିଗୁଡା ସରପଞ୍ଚ ସୁଶ୍ରୀ ସରସ୍ୱତୀ ଶବର, କଂଗ୍ରେସ ବ୍ଲକ ସଭାପତି ନୀଳାମ୍ବର ବିଭାରଙ୍କ ନେତୃତ୍ୱରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଧାୟକଙ୍କ _âତିନିଧି ମାନସ ରଞ୍ଜନ ବେହେରା, ରଜନୀକାନ୍ତ ପଡ଼ାଲ୍ ଏହି କାର୍ଯ୍ୟକର୍ମରେ ସହଯୋଗ କରିଥିଲେ । ପଞ୍ଚାନନ କରକରିଆ, ରାମ ପ୍ରକାଶ କରକାରିଆ, କୁଡୁଞ୍ଜି ମେଲେକା, ନମିତା କୁଲୁସିକା, ରିନା ମେଲେକା, ଚିତ୍ତରଞ୍ଜନ ମାଳିନୀ, ମମତା ପରିକି ସମିତି ମେମ୍ବର ମୁନିଗୁଡା, ଜି.ଭାଗ୍ୟଲକ୍ଷ୍ମୀ ସମିତି ମୁନିଖୋଲ, ସୁଶୀଳା, ସମ୍ବାରି, ଜୟନ୍ତୀ ସାହୁ, ଚଞ୍ଚଳା ବେହେରା, ରାଧା ମହୋନ ଟାକିରି, ସୁବଳ ନାଗ, ମମତା ନୁଦୃକା ଓ ସମସ୍ତ କଂଗ୍ରେସ କର୍ମୀ ଯୋଗଦେଇ ମଶାଲ ଶୋଭାଯାତ୍ରାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.