ସମାଜକର୍ମୀ ପୂର୍ଣ୍ଣଚନ୍ଦ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନିବାସୀ ପୂର୍ଣ୍ଣଚନ୍ଦ୍ର ଧାଉଡ଼ିଆଙ୍କ ଏକାଦଶାହ ଉତ୍ସବରେ ସ୍ମୃତିଚାରଣ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଧାଉଡ଼ିଆ ଜଣେ ସାହସୀ, ଧର୍ମପରାୟଣ, ମେଳାପୀ, ପରପୋକାରୀ ଭଲ ମଣିଷ ଥିଲେ । ତାଙ୍କର ଏହି ଉତ୍ସବରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ, ଗ୍ରାମବାସୀ, ବନ୍ଧୁବାନ୍ଧବ, ଭଣଜା, ଝିଅ, ଜୋଇଁ, ପୁଅ, ପୁତୁରା, ବୋହୁ, ନାତିନାତୁଣୀଙ୍କ ସମେତ ବଡ଼ ପୁଅ ଚି଼ତୁ, ସାନ ପୁଅ ବିକୁ ଶୋକାକୁଳ ପରିବେଶରେ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଧାଉଡ଼ିଆଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

jittmm
Leave A Reply

Your email address will not be published.