ପୂର୍ବତନ ସୈନିକ ଜୟପାଳ ନାୟକ ଆଉ ନାହାନ୍ତି

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରାର ବାବେବିରା ଗ୍ରାମର ପୂର୍ବତନ ସୈନିକ ଜୟପାଳ ନାୟକ ଆଉ ନାହାନ୍ତି । ତା‌ଙ୍କ ଦେହା‌ନ୍ତ ହୋଇଯାଇଥିବା ଖବର ମିଳିଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ତିନି ଝିଅରେ ଗୋଟିଏ ପୁଅ । ପୁଅଙ୍କୁ ମଧ୍ୟ ସେ ଦେଶ ସେବାରେ ସେ ନିୟୋଜିତ କରିଛନ୍ତି । ତାଙ୍କ ପୁଅଙ୍କ ନାମ ରାଜେଶ ନାୟକ ନୌସେନାରେ ଲେପଟନେଣ୍ଟ କମାଣ୍ଡର ରୂପେ କାର୍ୟରତ । ତା‌ଙ୍କ ଭଳି ଜଣେ ଦେଶସେବକ‌ଙ୍କୁ ହରାଇ ଅଂଚଳ ଆଜି ବହୁତ କିଛି ହରାଇଛି ବୋଲି ବୁ‌ଦ୍ଧିଜୀବୀମାନେ ମତପ୍ରକାଶ କରିଛ‌ନ୍ତି ।

Leave A Reply

Your email address will not be published.