ଭିଜିଲାନ୍ସ ଜାଲରେ ପଡିଲେ ଫୁଡ୍ ଇନ୍ସପେକ୍ଟର

କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡ଼ା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର । ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ଟଙ୍କା ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ମଝି ରାସ୍ତାରେ ମାଡ଼ି ବସିଲା ଟିମ୍। ତାଙ୍କଠାରୁ ରଙ୍ଗବୋଳା ୫ହଜାର ଟଙ୍କା ଜବତ କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀ ଅଫିସ ଛାନ୍‌ଭିନ୍ କରିବା ସହ ଫୁଡ୍ ଇନ୍ସପେକ୍ଟର ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.

error: Content is protected !!