ଇସ୍ପାତ କାରଖାନା ପାଚେରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ବନ୍ଧମୁଣ୍ଡା ଉତ୍ତମବସ୍ତି ପାୱାର ଗ୍ରିଡ ରାଉଲକେଲା ଇସ୍ପାତ କାରଖାନା ପାଚେରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ମୃତ ଯୁବକ ହେଲେ ବାନ୍ଧମୁଣ୍ଡା ତିଲକାନଗରର ରାମାଇ ମନ୍ଦିଆ (୪୦) । ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଚଳାଇଛି । କେଉଁ କାରଣରୁ କିଏ ରାମାଇକୁ ହତ୍ୟା କରିଛି ତାହା ସ୍ପଷ୍ଟ ଜଣାପଡିନି ।

Leave A Reply

Your email address will not be published.