Browsing Tag

raurkela news

ନିରାଡ଼ମ୍ବର ଭାବେ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଦିବସ ପାଳନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ପୂର୍ବସୁରୀ ଓ ମହାମନିଷୀ ମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆମେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଆମ ଓଡ଼ିଆ ଭାଷାକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ଗଠନ କରାଯାଇଥିଲା । ଯାହା
Read More...

ଆଶାର ଆଲୋକରେ ହୋଲି ପର୍ବ ପାଳନ କଲେ ଦ ହ୍ୟୁମାନିଟି ଫାଉଣ୍ଡେସନ୍‌ର ସଦସ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦି ହ୍ୟୁମାନିଟି ଫାଉଣ୍ଡେସନ୍‌ ତରଫରୁ ସେକ୍ଟର ୮ ସ୍ଥିତ ଆଶାର ଆଲୋକରେ ପ୍ରାୟ ୬୦ ଜଣ ଅନ୍ତେବାସୀଙ୍କ ସହ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରିଥିଲେ । ଫାଉଣ୍ଡେସନ୍‌ର ସଦସ୍ୟମାନେ ଉକ୍ତ ଆଶ୍ରମରେ ଅନ୍ତେବାସୀମାନଙ୍କୁ ଦିଆ ଯାଉଥିବା
Read More...

ଉତ୍କଳ ଦିବସ ପାଳନ ପାଇଁ ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଦିବସ ପାଳନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ପୂର୍ବସୁରୀ ଓ ମହାମନିଷୀ ମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆମେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଆମ ଓଡ଼ିଆ ଭାଷାକୁ ନେଇ ସ୍ୱତନ୍ତ୍ରପ୍ରଦେଶ ଓଡ଼ିଶା ଗଠନ କରାଗଲା । ଯାହା ସମଗ୍ର
Read More...

ନ୍ୟାସ୍‌ନାଲ୍‌ ଫୁଲ୍‌ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ୍‌ ଆସନ୍ତା ମାର୍ଚ୍ଚ ୨୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ନ୍ୟାସ୍‌ନାଲ୍‌ ଫୁଲ୍‌ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ୍‌ ୨୦୨୪ ଆସନ୍ତା ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଆଜି ପୂର୍ବାହ୍ନରେ ଆଦର୍ଶ ସାହିତ୍ୟ ଘରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...

ନକଲି ବିଦେଶୀ ମଦ ଜବତ : ୩ ଗିରଫ

ରାଉରକେଲା : ରାଉରକେଲା ଅବକାରୀ ପୁଲିସ ସେକ୍ଟର ୨ ଅଞ୍ଚଳରୁ ୭୨ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ଅଟୋ ଓ ବାଇକ୍ ଜବତ କରିଧିବା ସୂଚନା ମିଳିଛି । ୯୬ ବୋତଲ ନକଲି ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଥିବା ଖବର ମିଳିଛି ।
Read More...

ଆଇନ ମହାବିଦ୍ୟାଳୟରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟଠାରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିବା ବେଳେ ରାଉରକେଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ କୈଳାସ ଚନ୍ଦ୍ର
Read More...

ସ୍ୱରାଗିଣୀ ପାଳିଲା ଆନ୍ତର୍ଜାତିକ ମହିଳା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ମଙ୍ଗଳଙ୍କ ସଭାପତିତ୍ୱ, ସମ୍ପାଦିକା ପୁଷ୍ପଲତା ବିଶ୍ୱାଳଙ୍କ ଆବାହକତ୍ଵ ଓ
Read More...

ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଓ କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଓ କାର୍ଯ୍ୟାଳୟ ଉଦ୍‌ଘାଟନ ଛେଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵ ତଥା ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ
Read More...

ଖଣ୍ଡାୟତ କ୍ଷତ୍ରୀୟ ସମାଜର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ଇତିହାସକୁ ବହୁକ୍ଷେତ୍ରରେ ବିକୃତ କରାଯାଇଛି

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ରାଉରକେଲା ଆନୁକୂଲ୍ୟରେ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ସେକ୍ଟର ୫ସ୍ଥିତ ଭଞ୍ଜଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଭାର ଉପସଭାପତି ଉପେନ୍ଦ୍ର କୁମାର ନାୟକ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ
Read More...

ବ୍ରହ୍ମାକୁମାରୀ ଜୟନ୍ତୀ ଦିଦିଙ୍କ ଆଧ୍ୟାତ୍ମିକ ପ୍ରବଚନ ଆସନ୍ତା ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧ୍ୟାତ୍ମିକ ସଙ୍ଗଠନ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରବଚିକା ବ୍ରହ୍ମକୁମାରୀ ଜୟନ୍ତୀ ଦିଦିଙ୍କ ଦ୍ୱାରା ଏକ ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ମାସ ୨ ତାରିଖରେ ସେକ୍ଟର-୧୩ ମେଳନ ପଡ଼ିଆରେ ହେବାକୁ
Read More...