ସେକ୍ଟର ୧୯ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ତରଫରୁ ଏକ ନିଃଶୁଳ୍କ ମେଗା ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଉରକେଲା ଏସ୍ପି ନିତେଶ ୱାଡ଼ୱାନୀ ମୁଖ୍ୟ ଅତିଥି, ଡିଏସ୍ପି ପୁଷ୍ପାଞ୍ଜଳି ନେଗୀ ଉଦ୍ଘାଟକ ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ!-->…
Read More...
Read More...