ସାଇବର ଠକେଇରୁ ରକ୍ଷା ପାଇଁ ପୋଲିସ ପକ୍ଷରୁ ପରାମର୍ଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୋବାଇଲ ଫୋନ ହଜିଲେ କ’ଣ କରିବେ? କି ପଦକ୍ଷେପ ନେବେ? ସାଇବର ଅପରାଧୀଙ୍କ ହାତରେ ମୋବାଇଲ ଲାଗିଲେ ମଧ୍ୟ କେମିତି ସୁରକ୍ଷିତ ରହିପାରିବେ? ସେ ନେଇ ସାଧାରଣରେ ସଚେତନତା ଜାରି କରିଛି ଓଡିଶା ପୋଲିସ । ମୋବାଇଲ ଫୋନ୍‌ ହଜିଲେ କିମ୍ବା ଚୋରି ହୋଇଗଲେ ନିଜକୁ ଭାରାକ୍ରାନ୍ତ ନ କରି ପ୍ରଥମ ପଦକ୍ଷେପ ସ୍ୱରୂପ ceir.sancharsaathi.gov.in/Home/index.jsp ଲିଙ୍କରେ କ୍ଲିକ୍‌ କରି ମୋବାଇଲ ଫୋନ୍‌କୁ ବ୍ଲକ କରିବା ପାଇଁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ପଦକ୍ଷେପ ଯୋଗୁଁ ବଡ ସାଇବର ଠକେଇରୁ ରକ୍ଷା ମିଳିପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.